Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ୱାର୍ଲ୍ଡକପ ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିବା ଅହମଦାବାଦ ପିଚ୍‌କୁ ହାରାହାରି ରେଟିଂ ଦେଲା ଆଇସିସି

ନୂଆଦିଲ୍ଲୀ, 9 ଡିସେମ୍ବର – ଅହମଦାଦର ପ୍ରତିଷ୍ଠିତ ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ, ଯେଉଁଥିରେ ନଭେମ୍ବର 19ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା, ସେହି ପିଚ୍‌କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ‘ହାରାହାରି’ ରେଟିଂ ପ୍ରଦାନ କରାଯାଇଛି । ଆଇସିସି ଆଠଟି ଦିନିକିଆ ବିଶ୍ୱକପ 2023 ମ୍ୟାଚ୍ ପାଇଁ ପିଚ୍ ଏବଂ ଆଉଟଫିଲ୍ଡ ମୂଲ୍ୟାୟନ ତାଲିକା ପ୍ରକାଶ କରିଛି । ପାଞ୍ଚଟି ଭାରତୀୟ ସ୍ଥାନକୁ ମିଶାଇ ହାରାହାରି ରେଟିଂ ପ୍ରଦାନ କରାଯାଇଛି।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ଭଲ ରେଟିଂ ପ୍ରଦାନ କରାଯାଇଛି । ୱାଙ୍ଖଡେରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଠାରେ ମେନ୍ ଇନ୍ ବ୍ଲୁ 70 ରନରେ ବିଜୟୀ ହୋଇଥିଲେ ।

Show More

Related Articles

Back to top button