Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରାର୍ଥୀ ଘୋଷଣା ପରେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର/ପୁରୀ, 25 ମାର୍ଚ୍ଚ – ପ୍ରାର୍ଥୀ ଘୋଷଣା ପରେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ସମ୍ବିତ ପାତ୍ର । ଏହି ଅବସରରେ ସମ୍ବିତ ପାତ୍ର କହିଛନ୍ତି ଯେ, ଲୋକସଭା ନିର୍ବାଚନ – 2024 ପାଇଁ ଜଗନ୍ନାଥ ଧାମ ପୁରୀରୁ ମୋତେ ବିଜେପି ପ୍ରାର୍ଥୀ ଘୋଷିତ କରିଥିବାରୁ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ନେଲି । ଏହି ଅବସରରେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ଯୁବ ନେତ୍ରୀ ଉପାସନା ମହାପାତ୍ର, ଯୁବ ନେତା ଓମ ପ୍ରକାଶ ମିଶ୍ର ମଧ୍ୟ ମୋ ସହ ଉପସ୍ଥିତ ଥିଲେ ।

Show More

Related Articles

Back to top button