ଦେଶ ବିଦେଶପାଣିପାଗ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ପୂର୍ବୋତ୍ତର ଆଫଗାନିସ୍ତାନ । ମଙ୍ଗଳବାର ବଦଖଶନ ପ୍ରାନ୍ତର ରାଜଧାନୀ ଫେଜାବାଦରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ଶାଘନନ ଜିଲା। ଭୂକମ୍ପର ତିବ୍ରତା ୫.୧ ରେକର୍ଡ କରାଯାଇଛି।

ତେବେ ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

Show More

Related Articles

Back to top button