Breaking PLUSଓଡ଼ିଶାମୁଖ୍ୟ ଖବର

ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୩.୯୦ଲକ୍ଷ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ ଟିକା

ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ୧୫୪୪ଟି କେନ୍ଦ୍ରରେ ୩ଲକ୍ଷ ୮୯ହଜାର ୭୨୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୨କୋଟି ୩୨ଲକ୍ଷ ୧୮ହଜାର ୬୭୯ରେ ପହଞ୍ଚିଛି।

ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ୧୫୪୪ଟି କେନ୍ଦ୍ରରେ ୩ଲକ୍ଷ ୮୯ହଜାର ୭୨୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୨କୋଟି ୩୨ଲକ୍ଷ ୧୮ହଜାର ୬୭୯ରେ ପହଞ୍ଚିଛି। ଇତିମଧ୍ୟରେ ୧ଲକ୍ଷ ୧୦ହଜାର ୫୩୨ ଗର୍ଭବତୀ ଟିକା ନେଇଥିବା ବେଳେ ୧୮ରୁ ୪୪ବର୍ଷର ଯୁବବର୍ଗଙ୍କ ଟିକାକରଣ ସଂଖ୍ୟା ପ୍ରାୟ ୯୯ଲକ୍ଷରେ ପହଞ୍ଚିଛି। ୮୬ଲକ୍ଷ ୧୨ହଜାର ୩୯୪ ଯୁବକ ପ୍ରଥମ ପାନ ଟିକା ନେଇଥିବା ବେଳେ ୧୨ଲକ୍ଷ ୫୨ହଜାର ୨୭ଜଣ ହିତାଧିକାରୀ ଦୁଇପାନ ଟିକା ନେଇଛନ୍ତି। ଆଜି ଏହି ବର୍ଗଙ୍କ ଟିକାକରଣ ସଂଖ୍ୟା ୧କୋଟି ଟପିବ ବୋଲି ବିଭାଗୀୟ ତଥ୍ୟରୁ ଜଣାଯାଇଛି।

Show More

Related Articles

Back to top button