Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଡରାଉଛି ବିଜୁଳି, ପଶ୍ଚିମବଙ୍ଗରେ ବିଜୁଳି ଯୋଗୁ 6ଜଣଙ୍କ ମୃତ୍ୟୁ

କୋଲକାତା: ଡରାଉଛି ବିଜୁଳି । ପଶ୍ଚିମବଙ୍ଗରେ ଭୟଙ୍କର ଘଡଘଡି ଓ ବିଜୁଳି ମାରିବା ଯୋଗୁ 6ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍କୁଡା ଓ ପୁରୁଲିୟା ଜିଲ୍ଲାରେ ରବିବାର ଦ୍ୱିପ୍ରହରରୁ ସନ୍ଧ୍ୟା ବେଳ ଯାଏ ପ୍ରକୃତିର ଏହି ତାଣ୍ଡର ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଏପଟେ ଓଡ଼ିଶାରେ ବି ଦୁଇଦିନ ହେଲାଣି ଘଡଘଡି ଓ ବିଜୁଳି ଯୋଗୁ ଥରିଯାଉଛି ଦେହ । ଅପରାହ୍ନରୁ ସନ୍ଧ୍ୟା ଭିତରେ ମାଡିଆସୁଛି କଳା ବାଦଲ ବର୍ଷା । ରବିବାର ରାଜ୍ୟରେ 3352ଟି ବିଜୁଳି ଉତ୍ପନ ହୋଇଥିବା ବେଳେ ବାଦଲରୁ ପୃଥିବୀ ପୃଷ୍ଠ ଯାଏ 2023ଟି ବିଜୁଳି ମାରିଛି ।

Show More

Related Articles

Back to top button