Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାରୁ ଗୁଜୁରାଟ ଗଲା ୫ଟି NDRF ଟିମ୍

ଆରବସାଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ତାଉ'ତେ । ବର୍ତ୍ତମାନ ମଡେଲ କହୁଛି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁପାରେ । ମୁକାବିଲା ପାଇଁ ଜୋରସୋର ହୋଇଛି ପ୍ରସ୍ତୁତି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାମରେ ସହୟତା ପାଇଁ ଓଡ଼ିଶାରୁ ଗୁଜରାଟ ଯାଇଛି ଏନଡିଆରଏଫର ୫ଟି ଟିମ୍

ଆରବସାଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ତାଉ’ତେ । ବର୍ତ୍ତମାନ ମଡେଲ କହୁଛି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁପାରେ । ମୁକାବିଲା ପାଇଁ ଜୋରସୋର ହୋଇଛି ପ୍ରସ୍ତୁତି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାମରେ ସହୟତା ପାଇଁ ଓଡ଼ିଶାରୁ ଗୁଜରାଟ ଯାଇଛି ଏନଡିଆରଏଫର ୫ଟି ଟିମ୍ । କଟକ ମୁଣ୍ଡୁଳି ସ୍ଥିତ ତୃତୀୟ ବାଟାଲିୟନରୁ ୫ଟି ଟିମ୍ ଭୁବନେଶ୍ୱର ବିମାନବନ୍ଦରରୁ ଗୁଜରାଟ ଅଭିମୁଖେ ଯାଇଛି । ବାୟୁସେନାର ଏକ ସ୍ୱତନ୍ତ୍ର ହେଲକପ୍ଟର ଯୋଗେ ସେମାନେ ସାଙ୍ଗରେ ରିଲିଫ କାମରେ ଆବଶ୍ୟକ ସାମଗ୍ରୀ ଧରି ଯାଇଛନ୍ତି ।

Show More

Related Articles

Back to top button