Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ବଢୁଛି ପିଆଜ ରେଟ୍, ପିଆଜ ରପ୍ତାନୀ ଉପରେ ଲାଗିଲା 40% ରପ୍ତାନୀ ଶୁଳ୍କ

ସରକାରଙ୍କୁ ପିଆଜ ଚିନ୍ତା

ଭୁବନେଶ୍ୱର: କିଛିଦିନ ହେବ ଦେଶରେ ବଢିବାରେ ଲାଗିଛି ପିଆଜ ମୂଲ୍ୟ । ଯାହାକି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମୂଲ୍ୟକୁ ନିୟନ୍ତ୍ରଣ କରିବା ସକାଶେ ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ସରକାର । ଏବଂ ତତ୍କାଳ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆସନ୍ତା ଡିସେମ୍ବର 31 ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବା ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି କରିବା ସକାଶେ 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରାଯାଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅଗଷ୍ଟ ଓ ସେପ୍ଟେମ୍ବରରେ ପିଆଜ ରେଟ୍ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ କିଛିଦିନ ତଳେ ପ୍ରକାଶ ପାଇଥିଲା । ଏପରିକି ସେପ୍ଟେମ୍ବରରେ ପିଆଜ ରେଟ୍ 70ରୁ 80 ଛୁଇଁପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଥିଲା ।…

Show More

Related Articles

Back to top button