ଓଡ଼ିଶାସ୍ୱତନ୍ତ୍ର

ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ର ଛାତ୍ରୀ ଅସୁସ୍ଥ

ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ର ଛାତ୍ରୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ବ୍ଲକ ସାହିପଲା ଆଦିବାସୀ ଛାତ୍ରୀ ନିବାସରେ । ଫଳରେ ୩୦ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ବ୍ଲକ ସାହିପଲା ଆଦିବାସୀ ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ହଠାତ୍ ଆସୁସ୍ଥ ହୋଇପଡିଥିଲେ ୩୦ ଛାତ୍ର ଛାତ୍ରୀ । ଖବର ପାଇ ଦର୍ଲ୍ଲିମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ହଷ୍ଟେଲରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି ।

Show More

Related Articles

Back to top button