ଓଡ଼ିଶା

ଟ୍ରକକୁ ଧକ୍କା ଦେଲା ବସ, 20 ଗୁରୁତର

ବୌଦ୍ଧ: ଘାଟି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବସ୍, ୨୦ ଗୁରତର। ଫୁଲବାଣୀ ଯାଉଥିବାବେଳେ ରାଣୀପଦର ଘାଟି ଉପରେ ଏହି ଦୁର୍ଘଟଣା ଘଟିଛି। ଆହୁରି ଦୁଇରୁ ତିନି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି, ପୁଲିସ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button