Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଶ୍ୱାସରୁଦ୍ଧ ହୋଇ ୨ ମୃତ । ଏଭଳି ଅଭାବନୀୟ ଘଟଣା ଫୁଲବାଣୀ ଟାଉନ୍ ଥାନା ପିଟବାଡ଼ି ଗାଁ'ରେ ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ଶ୍ୱାସରୁଦ୍ଧ ହୋଇ ୨ ମୃତ । ଏଭଳି ଅଭାବନୀୟ ଘଟଣା ଫୁଲବାଣୀ ଟାଉନ୍ ଥାନା ପିଟବାଡ଼ି ଗାଁ’ରେ ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଘରେ ଭିତରେ ପାଇଖାନା ପାଇଁ ଟାଙ୍କି ଖୋଳିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button