Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ବିଶ୍ୱକପ ପୂର୍ବରୁ ବଡ ନିଷ୍ପତି ଦଳରୁ ଦୁଇ ଷ୍ଟାର ଖେଳାଳୀଙ୍କୁ ବାଦ

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ନିଜ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ପାକିସ୍ତାନ କ୍ରିକେଟ ଟିମ୍ ର ୧୫ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ତେବେ ଅଧିନାୟକ ବାବର ଆଜମ୍ ବିଶ୍ୱକପ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୁଇ ଜଣ ଷ୍ଟାର କ୍ରିକେଟରଙ୍କୁ ଦଳରେ ସୁଯୋଗ ଦେଇନାହାନ୍ତି  । ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବାବରଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦେଇଛି ।ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଅଧିନାୟକ ବାବର ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାବ୍ୟତୀତ ଶାଦବ ଖାନ ଦଳର ଉପ-ଅଧିନାୟକ ଦାୟିତ୍ୱ ପାଇଛନ୍ତି । ତେବେ ପାକିସ୍ତାନ ଦିନିକିଆ ବିଶ୍ୱକପ ପାଇଁ ଏକଦମ୍ ପ୍ରସ୍ତୁତ ଥିବା ଦେଖାଯାଇଛି ।

 

Show More

Related Articles

Back to top button