Breaking PLUSଦେଶ

ଜନ୍ମଦିନରେ ଯଶଭୂମି ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 73ତମ ଜନ୍ମ ରବିବାର ଦିନ ଦିଲ୍ଲୀର ଦ୍ୱାରକାରେ ଯଶଭୂମି କୁ ଉଦଘାଟନ କରିଛନ୍ତି । ଯଶଭୂମି ବିଶ୍ୱ ସ୍ତରୀୟ ଏକ୍ସପୋ ସେଣ୍ଟର ଅଟେ । ଦେଶରେ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅୟୋଜନ ହେବା ଲାଗି ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟୋକୋଣ ଦ୍ୱାରା ଯଶଭୂମୀ ନାମକ ଏହି ପ୍ରଥମ ପର୍ଯ୍ୟାୟକୁ କାର୍ଯ୍ୟକ୍ଷମ କରିଛନ୍ତି ।

ଏଥିରେ ସମୁଦାୟ ପ୍ରକଳ୍ପ କ୍ଷେତ୍ର ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମାଣ ହୋଇଥିବା ଏହି ସମ୍ମିଳନୀ କେନ୍ଦ୍ର ବିଶ୍ୱର ସର୍ବବୃହତ MICE (ମିଟିଂ, ପ୍ରୋତ୍ସାହନ, ସମ୍ମିଳନୀ, ଏବଂ ପ୍ରଦର୍ଶନୀ) ସୁବିଧା ପାଇଁ ଗର୍ବ କରିବ। ଏହା ଦେଶର ସର୍ବବୃହତ LED media facade ଅଟେ।
Show More

Related Articles

Back to top button