ସ୍ୱାସ୍ଥ୍ୟ

ଆପଣଙ୍କ ରକ୍ତଚାପ କେଉଁ ବୟସରେ କେତେ ରହିବା ଆବଶ୍ୟକ : ଆସନ୍ତୁ ଜାଣିବା

ଆଜିକାଲି ଯୁଗରେ ଉଚ ରକ୍ତଚାପ ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଛି l ଏହାର କାରଣ କମ ବୟସର ଲୋକମାନେ ମଧ୍ୟ ରୋଗଗ୍ରସ୍ତ ହୋଇ ଯାଉଛନ୍ତି l ରକ୍ତଚାପ ଶିରାପ୍ରଶିରାରେ ରକ୍ତ ଦ୍ୱାରା ଚାପ ପକାଇଥାଏ

ଏହାକୁ ଦୁଇ ପ୍ରକାରର ମପା ଯାଇଥାଏ ଗୋଟିଏ ସେଲର ଉପର ଅଂଶରେ ଯାହାକୁ ଉଚ ରକ୍ତଚାପ କୁହାଯାଏ ଓ ସିସ୍ଟଲିକ ରକ୍ତଚାପ ଅଟେ ,ତଳ ଅଂଶରେ ଡାୟୋଷ୍ଟାଲିକ ଅର୍ଥାତ ନିମ୍ନ ରକ୍ତଚାପ l ଆମ ଶରୀରର ସାଧାରଣ ରକ୍ତଚାପ ୧୨୦/୮୦ ରହିବ ଉଚିତ l ରକ୍ତଚାପ କେଉଁ ବୟସରେ କେତେ ରହିବା ଆବଶ୍ୟକ ମହିଳା ଓ ପୁରୁଷଙ୍କ ନିକରେ ଆସନ୍ତୁ ସେ ବିଷୟରେ ଜାଣିବା ,କାରଣ ରକ୍ତଚାପ କିଡ୍ନୀ ,ହୃତ୍ପିଣ୍ଡ ,ଫୁସଫୁସ ଓ ଲିଭର ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ l

୧୫ ରୁ ୧୮ ବର୍ଷ ପୁରୁଷ ୧୧୭ /୭୭ ଏବଂ ମହିଳା ୧୨୦ /୭୯

୨୧ ରୁ ୨୫ ବର୍ଷ ପୁରୁଷ ୧୨୧ /୭୯ ଏବଂ ମହିଳା ୧୧୬ /୭୧

୩୧ ରୁ ୩୫ ବର୍ଷ ପୁରୁଷ ୧୧୫ /୭୭ ଏବଂ ମହିଳା ୧୧୦ /୭୩

୩୬ ରୁ ୪୦ ବର୍ଷ ପୁରୁଷ ୧୨୦ /୭୬ ଏବଂ ମହିଳା ୧୧୩ /୭୫

୪୧ ରୁ ୪୫ ବର୍ଷ ପୁରୁଷ ୧୧୬ /୮୦ ଏବଂ ମହିଳା ୧୨୭ /୭୪

୪୬ ରୁ ୫୦ ବର୍ଷ ପୁରୁଷ ୧୨୦ /୮୧ ଏବଂ ମହିଳା ୧୨୪ /୭୯

୫୧ ରୁ ୫୫ ବର୍ଷ ପୁରୁଷ ୧୨୬ /୮୦ ଏବଂ ମହିଳା ୧୨୩ /୭୫

୫୬ ରୁ ୬୦ ବର୍ଷ ପୁରୁଷ ୧୩୦ /୮୦ ଏବଂ ମହିଳା ୧୩୩ /୭୯

୬୦ ରୁ ଉର୍ଦ୍ଧ ବର୍ଷର ପୁରୁଷ ମାନଙ୍କ ପାଖରେ ୧୪୪ /୭୭ ଓ ମହିଳା ମାନଙ୍କ ପାଖରେ ୧୩୦ /୭୭ ରହିବ ବଶ୍ୟକ l

ଜୀବନକୁ ସଞ୍ଜମ ଓ ଅନୁଶାସନ ଦ୍ୱାରା ପରିଚାଳିତ କରିବା ଆବଶ୍ୟକ l ମସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ସହିତ ଅଧିକ ପ୍ରାକୃତିକ ବନସ୍ପତି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ l ଉଚ ରକ୍ତଚାପ ରୋଗୀ ମାନେ ନିଜ ଖାଦ୍ୟରେ ଖଟା ଫଳ ସାମିଲ କରିବା ଉଚିତ ଖଟା ଫଳ ଦ୍ୱାରା ଭିଟାମିନ-ସି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଖାଦ୍ୟରେ ଫାଇବର ,ପ୍ରୋଟିନ ,ଭିଟାମିନ-ସି ,ଜିଙ୍କ ,କପର ,ପୋଟାସିୟମ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଅଧିକ ସେବନ କରିବା ଉଚିତ l

Show More

Related Articles

Back to top button