ଓଡ଼ିଶା

ଫଳ ବୋଝେଇ ଭ୍ୟାନ୍‌ ସହ ମୁହାଁମୁହିଁ ଧକ୍କା ହେଲା ଅଟୋ

ତିଗିରିଆ କଲରାଗଡ଼ ଛକ ନିକଟରେ ଫଳ ବୋଝେଇ ପିକପ୍ ଭ୍ୟାନ୍ ସହିତ ଏକ ଅଟୋ ମୁହାମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅତି ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି ।

ଅଟୋ ଚାଳକ ଜଣଙ୍କ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି ଜଣାପଡିଛି ।

Show More

Related Articles

Back to top button