ସ୍ୱାସ୍ଥ୍ୟ

ଶୀତଦିନେ ଆଇସକ୍ରିମ୍‌ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର

ଶୀତଋତୁରେ ଆଇସକ୍ରିମ୍‌ ଖାଇବାରେ ଅନେକ ସ୍ୱାସ୍ଥ୍ୟଲାଭ ରହିଛି । ଏଥିରେ ପ୍ରୋଟିନ୍‌, କ୍ୟାଲୋରି ଓ ଅନେକ ଭିଟାମିନ୍‌ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ

ଆଇସକ୍ରିମ୍‌ ଖାଇବା ଦ୍ୱାରା ମସ୍ତିଷ୍କକୁ ଆରାମ ମିଳିଥାଏ। ଷ୍ଟ୍ରେସ୍‌ଫ୍ରି କରାଇବା ସହ ଇମୁ୍ୟନ ସିଷ୍ଟମ ମଜଭୁତ କରିଥାଏ ବ୍ରେକ୍‌ଫାଷ୍ଟ୍‌ରେ ଆଇସକ୍ରିମ୍‌ ଖାଇଲେ ପୂରା ଦିନ ଷ୍ଟ୍ରେସ୍‌ ଫ୍ରି ରହିବା ସହ ଫ୍ରେଶ୍‌ ଲାଗିଥାଏ । ଆଇସକ୍ରିମ୍‌ ଖାଇବା ଦ୍ୱାରା ମାଂସପେଶୀ ମଜଭୁତ ହୋଇଥାଏ । ତ୍ୱଚାରେ ଚମକ ଆସିବା ସହ ହାଡ଼ ଶୀତଦିନେ ଆଇସ୍‌କ୍ରିମ୍‌ ଖାଇବା ଭଲ ମଜଭୁତ ହୋଇଥାଏ ।

ଏଥିରେ ଭିଟାମିନ୍‌ ଏ, ବି୨ ଓ ବି୧୨ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାଦ୍ୱାରା ନର୍ଭସ ସିଷ୍ଟମ ଭଲ ହୋଇଥାଏ ଓ ଦୃଷ୍ଟି ଶକ୍ତି ବଢ଼ିଥାଏ । ଆଇସକ୍ରିମ୍‌ରେ ଥିବା ଭିଟାମିନ୍‌ ଏ, ଇ୨ ଓ ଇ୩ ଇମୁ୍ୟନ୍‌ ସିଷ୍ଟମ ବଢ଼ାଇଥାଏ । ଭିଟାମିନ୍‌ ବି୨ ଓ ବି୧୨ ମେଟାବୋଲିଜମ୍‌ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ । ଓଜନ କମାଇବାରେ ମଧ୍ୟ ପ୍ରମୁଖ ଭୂମିକା ରହିଛି । ଅଧିକ ମାତ୍ରାରେ ଓମେଗା ୩ ଓ ଭିଟାମିନ୍‌ ଡି ଥିବାରୁ ଶରୀରରେ କ୍ୟାଲସିୟମ୍‌ ଅଭାବ ଦୂର ହୋଇଥାଏ ।

Show More

Related Articles

Back to top button