Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା

କୋଲକାତା, 5 ନଭେମ୍ବର – ଆଜି ହେଉଛି ଭାରତୀୟ କ୍ରିକେଟ ଟିମର ପପୁରାଲ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ରବିବାର ସୋସିଆଲ ମିଡିଆ ଏକ୍ସରେ ସେ ବିରାଟ କୋହଲିଙ୍କ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ଜନ୍ମଦିନରେ ଆମ ଦେଶ ପାଇଁ ଏକ ଐତିହାସିକ ମ୍ୟାଚ୍ ଖେଳିବାକୁ କୋଲକାତାରେ ଅଛନ୍ତି । ଯାହାକୁ ନେଇ ମୁଁ ବହୁତ ଖୁସି ବୋଲି ମମତା ବାନାର୍ଜୀ କହିଛନ୍ତି । ବିରାଟ କୋହଲିଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ଓ ତାଙ୍କ ପରିବାରର ଖୁସି ଓ ସଫଳତା କାମନା କରିଛନ୍ତି ମମତା ବାନାର୍ଜୀ ।

Show More

Related Articles

Back to top button