Breaking PLUSଓଡ଼ିଶାମୁଖ୍ୟ ଖବର

ମହିମା ସାଧୁସନ୍ଥଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହିମା ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛନ୍ତି । ଏନେଇ ସେ ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁର ସଂସଦୀୟ କ୍ଷେତ୍ରର ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ମହିମା ଧର୍ମର ପୂଜ୍ୟ ସାଧୁ ସନ୍ଥ, ଗୁରୁଜନ ଓ ମାତୃଶକ୍ତିଙ୍କ ଆଶୀର୍ବାଦ ଲାଭ କଲି । ଏ ଆଶୀର୍ବାଦ ପାଇଁ ସମସ୍ତ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button