Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଉତ୍ତର ଗୋଲାର୍ଦ୍ଧ ସହରରେ ଆଜି ବର୍ଷର ସବୁଠୁ ବଡ ରାତି

ଭୋପାଳ-ଭରତୀୟ ସମୟ ଅନୁସାରେ ଆଜି (ଡିସେମ୍ବର 22) ସକାଳ8.57 ମିନିଟ ସମୟରେ ସୂର୍ଯ୍ୟଙ୍କ କିରଣ ମକର ରେଖା ଉପରେ ଲମ୍ବବତ ହେବା କାରଣରୁ କର୍କଟ ରେଖା ଆଡକୁ ନିଜର ଯାତ୍ରା ଆରମ୍ଭ କରିଥାନ୍ତି । ଏହି କାରଣରୁ ଉତ୍ତର ଗୋଲାର୍ଦ୍ଧ ସହରରେ ଆଜି ବର୍ଷର ସବୁଠୁ ଛୋଟ ଦିନ ଓ ରାତି ସବୁଠୁ ବଡ ଅନୁଭୂତ ହୋଇଥାଏ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦିନ 10ରୁ 12 ଘଣ୍ଟା ରହିବାକୁ ଥିବା ବେଳେ ରାତି ଅବଧି 12ରୁ 14 ଘଣ୍ଟା ରହିବ । ଆଜି ସକାଳ 8.57 ମିନିଟ ସମୟରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି ।

Show More

Related Articles

Back to top button