ଜୀବନଚର୍ଯ୍ୟାରାଶିଫଳ

ଆଜିର ରାଶିଫଳ

କେମିତି କଟିବ ଆଜିର ଦିନ

🐏ମେଷ-ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ପରିବାରରେ ସୁଖର ଲହରୀ ଖେଳିବ। ମାନସିକ ଶାନ୍ତି ବଜାୟ ରହିବ।

🐮ବୃଷ-କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ। ନୂତନ ବନ୍ଧୁ ସାକ୍ଷାତ ପାଇବେ।

👩‍❤️‍👨ମିଥୁନ-ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ବ୍ୟବସାୟରେ ଅବନ୍ତି ଦେଖାଦେଇ ପାରେ

🦀କର୍କଟ-ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ନେଇ ପ୍ରତିଟି ଜାଗାରେ ଚର୍ଚ୍ଚା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।ଦୂରଯାତ୍ରାର ସମ୍ଭାବନା ରହିଛି

🦁ସିଂହ-ପ୍ରଭୁଙ୍କ ଆରାଧନାରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।ସୁଖାଦ୍ଯ ଭୋଜନ ପ୍ରାପ୍ତ ହେବ

🙎‍♀️କନ୍ୟା-ପରିବାର ସହିତ ଅଧିକ ସମୟ ଅତିବାହିତ କରିପାରିବେ ନାହିଁ। ଶତ୍ରୁ ଉପଦ୍ରବ ବଢ଼ିବ। ରାଜନୀତିରେ ସମ୍ମାନ ପାଇବେ। ଧନଲାଭର ସୁଯୋଗ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

⚖️ତୁଳା-ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।ଅର୍ଥ ପ୍ରାପ୍ତିର ଯୋଗ ରହିଛି।

🦂ବିଛା-ନିଜର ଜୀବନଶୈଳୀ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ପ୍ରିୟଜନଙ୍କ ମିଳନ ହେବ। କିନ୍ତୁ ଅର୍ଥ ହାନି କାରଣରୁ ମାନସିକ ଅସ୍ଥିରତା ଦେଖା ଦେଇପାରେ।

🏹ଧନୁ-ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସରଳ କରିବ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

🐊ମକର-ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଉନ୍ନତି ହେବ। କଲେଜ ସାଙ୍ଗ ସହିତ ଗପସପରେ ସମୟ ବିତିବ।

🏺କୁମ୍ଭ-ଆପଣଙ୍କର ତର୍କ ଶକ୍ତିକୁ ଅନ୍ୟମାନେ ପସନ୍ଦ କରିବେ। ଖାସ୍‌ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶିକ୍ଷା ସମ୍ବନ୍ଧୀୟ ସବୁ କାମ ସ˚ପୂର୍ଣ୍ଣ ହେବ।

🐟ମୀନ-ଆପଣଙ୍କ କାମର ପ୍ରଶ˚ସା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ସଙ୍ଗୀତ ଶୁଣିବାକୁ ମନ ବଳିବ। ଭ୍ରମଣ ଯୋଗ ରହିଛି।ବନ୍ଧୁ ମିଳନ ହୋଇ ପାରେ।

Show More

Related Articles

Back to top button