ଓଡ଼ିଶାଜୀବନଚର୍ଯ୍ୟାସ୍ୱତନ୍ତ୍ର

ଆଜିର ଅମୃତବାଣୀ

ଜୟଗୁରୁ

“ଶ୍ରବଣ, ମନନ, ନିଦିଧ୍ୟାସନ ପ୍ରଭୃତିର ପ୍ରକୃତ ଅଧିକାରୀ କେତେଜଣ ବା ଦେଖାଯାନ୍ତି? ଅଥଚ ତୁମମାନଙ୍କ ମଧ୍ୟରୁ ଅନେକେ କର୍ମକୁ ବାଦ୍ ଦେଇ ଧ୍ୟାନଧାରଣାରେ ସମୟ ଅତିବାହିତ କରିବାକୁ ଇଚ୍ଛା କର l ପ୍ରକୃତ ଧ୍ୟାନପରାୟଣ ହୋଇପାରିଲେ ତ କଥା ନ ଥିଲା ; କିନ୍ତୁ ପୁଞ୍ଜିଭୂତ କର୍ମ – ସଂସ୍କାରରେ ଯେଉଁମାନଙ୍କର ଚିତ୍ତର ମାଳିନ୍ୟ ଦୂର ହୋଇ ନାହିଁ , ସେମାନେ ଧ୍ୟାନ – ଧାରଣା କରିବସିଲେ ଚିତ୍ତରେ ଏଣୁତେଣୁ ଅବାନ୍ତର ଚିନ୍ତା ଛଡା ଆଉ କିଛି ଆସେ ନାହିଁ l ଏଣୁ କହୁଛି, ତୁମେମାନେ କର୍ମ ସାହାଯ୍ୟରେ ଚିତ୍ତଶୁଦ୍ଧି କର l ଚିତ୍ତଶୁଦ୍ଧି ହେଲେ ସତ୍ୟପଥର ନିର୍ଦ୍ଦେଶ ଆପେ ଆପେ ପାଇଯିବ l” ନିଗମ ଉପଦେଶ(ପୃଷ୍ଠା:-୨୩୦) ଶ୍ରୀଶ୍ରୀଠାକୁରନିଗମାନନ୍ଦ

Show More

Related Articles

Back to top button