ଜୀବନଚର୍ଯ୍ୟାରାଶିଫଳ

ଆଜିର ଅନୁଚିନ୍ତା

କର୍ମ ହିଁ ଭଗବାନ,

କର୍ମ ହିଁ ଭଗବାନ, କିନ୍ତୁ ଭାଗ୍ୟ ଉପରେ ଛାଡି କର୍ମ ନକରିବା ତେବେ ଦୋଷ ଦେବା ଭାଗ୍ୟକୁ ନା ହାତର ରେଖାକୁ ।
ଆମକୁ ଯଦି ଜଣେ ବ୍ୟକ୍ତି ପର ଭାବିଲେ ମଧ୍ୟ ଆମେ ତାଙ୍କୁ ପର ବୋଲି ଭାବିବା ନାହିଁ ।ସଂପର୍କ ଭିତରେ ଆତ୍ମିୟତା ଭାବ ସୃଷ୍ଟି ହୁଏ, ତେବେ ସଂପର୍କ ଚିର ସ୍ଥାୟୀ ହୋଇ ରହିବ ।
ଆମେ କାହାର ଅନିଷ୍ଟ ଚିନ୍ତା କରିବା ନାହିଁ ।ସୃଷ୍ଟି କର୍ତ୍ତା ଈଶ୍ୱର, ସମସ୍ତ(ମଣିଷ ପଶୁ, ଉଭିଦ ଜଗତ) ସବୁ ଭଗବାନଙ୍କ ସୃଷ୍ଟି । ତେଣୁ ସମସ୍ତ ଙ୍କ ମଙ୍ଗଳ ଚିନ୍ତା କରିବା ସହ ବସୁଧୈବ କୁଟୁମ୍ବକମ ଚିନ୍ତା ଚେତନାରେ ବାନ୍ଧି ହୋଇଯିବା ।
ସବୁଠାରୁ ବଡ଼ ରୋଗ ‘Tension’ ଯାହା ମଣିଷକୁ ଧୀରେ ଧୀରେ ଧ୍ବଂସ ମୃତ୍ୟୁ ଦିଗକୁ ନେଇଥାଏ ।
ଈଶ୍ବରଙ୍କ ଉପରେ ସବୁ ଛାଡି ହାତ ଟେକିଦେବା ଓ କର୍ମରେ ହଜିଯିବା ତେବେ’ Tension’ ଆମର କ୍ଷତି କରିପାରିବ ନାହିଁ । ଜୟ ଜଗନ୍ନାଥ
ଈଶ୍ୱର ସମସ୍ତଙ୍କ ର ମଙ୍ଗଳ କରନ୍ତୁ ।

Show More

Related Articles

Back to top button