ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ସାଧୁସଙ୍ଗ, ହରିକଥା, ଦୟା, ଦୀନତା, ପରୋପକାର ହେଉଛି ଜଗତର ଅମୂଲ୍ୟ ତତ୍ତ୍ୱ ।

ସାଧୁସଙ୍ଗ, ହରିକଥା, ଦୟା, ଦୀନତା, ପରୋପକାର ହେଉଛି ଜଗତର ଅମୂଲ୍ୟ ତତ୍ତ୍ୱ ।
ପରଧନ ହରଣ କରି ଦାନ ଦେଲେ ତାର ମୂଲ୍ୟ ନଥାଏ
ଭଲ କଥା ଶୁଣି କାର୍ଯ୍ୟରେ ପରିଣତ
କରିବା ମଣିଷର ମଣିଷ ପଢ଼ିଆ ।
ସତ୍ୟ ହେଲା ତପସ୍ୟା ର ଅନ୍ୟ ଏକ ପଥ । ମିଥ୍ଯା ହେଲା ପାପ ପଥ ର ଅନ୍ୟ ଏକ ରାସ୍ତା । ଜୟ ଜଗନ୍ନାଥ ।
ଆଜିର ଦିନଟି ସମସ୍ତ ଙ୍କ ପାଇଁ ଶୁଭମୟ ହେଉ ।

Show More

Related Articles

Back to top button