Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲିଲା ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ସୋମବାରଠାରୁ ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କୁହୁଡ଼ିଆ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଶିମିଳିପାଳ।

ପ୍ରବଳ କୁହୁଡି ଏବଂ ପ୍ରତିକୂଳ ପାଗ କାରଣରୁ ଶିମିଳାପାଳ ବନ୍ଦ ରହିଥିଲା । କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଖୋଲାଥିଲା । ପାଗ ଅନୁକୂଳ ହେବାରୁ ସୋମାବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରାକୃତିକ ପରିବେଶ, ବାଘ ସଫାରୀ, ଜଳ ପ୍ରପାତ ଆଦିର ମଜା ନେଇପାରିବେ ।

Show More

Related Articles

Back to top button