ବଲିଉଡ

ରିଲିଜ୍ ହେଲା ବଲିଉଡ କମେଡି ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ଟ୍ରେଲର

ରିଲିଜ ହେଲା ଅପକମିଂ ବଲିଉଡ ଫିଲ୍ମ ‘ହମ ଦୋ ହମାରେ ଦୋ’ ଫିଲ୍ମର ପ୍ରଥମ ଟ୍ରେଲର । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ କ୍ରିତି ସାନନ, ରାଜ କୁମାର ରାଓ, ପରେଶ ରାୱଲ ଏବଂ ରତ୍ନା ପାଠକ ଶାହ୍ । ମଜାଳିଆ କାହାଣୀରେ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ହମ ଦୋ ହମାରେ ଦୋ’ ।

ପ୍ରତ୍ୟେକ ଚରିତ୍ରର କିଛି କିଛି ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି । ଅକ୍ଟୋବର ୨୯ରେ ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ‘ହମ ଦୋ ହମାରେ ଦୋ’ । ବରେଲୀ କି ବର୍ଫି ପରେ ୨ୟ ଥର ପାଇଁ କ୍ରିତି ଓ ରାଜକୁମାର ପୁଣି ଏକାଠି ପରଦାରେ ନଜର ଆସିବେ ।

Show More

Related Articles

Back to top button