Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ କେରଳର ଗୁରୁଭାୟୁର ମନ୍ଦିରରେ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଆନ୍ଧ୍ରପ୍ରଦେଶ ଓ କେରଳର ଦୁଇଦିବସୀୟ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ବୁଧବାର ସକାଳେ କେରଳ ଗୁରୁଭାୟୁର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପିଏମ ମୋଦି ପ୍ରାୟ ଅଧଘଣ୍ଟା ରହିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ପବିତ୍ର ଗୁରୁଭାୟର ମନ୍ଦିରରେ ପ୍ରାର୍ଥନା କରିଛି । ଏହି ମନ୍ଦିରରେ ଅପାର ଦିବ୍ୟ ଉର୍ଜା ରହିଛି । ପ୍ରତି ଭାରତୀୟ ଖୁସି ଓ ସମୃଦ୍ଧ ରୁହନ୍ତୁ ଏହା ପ୍ରାର୍ଥନା କରିଛି । ପ୍ରଧାନମନ୍ତ୍ରୀ ନିଜର ଚାରୋଟି ଫଟୋ ସେୟାର କରିଛନ୍ତି ।

Show More

Related Articles

Back to top button