Breaking PLUSଦେଶ ବିଦେଶମୁଖ୍ୟ ଖବର

ରାମ ମନ୍ଦିର ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି। ତାଙ୍କ ସହ ଭିଏଚପିର କାର୍ଯ୍ୟରତ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟି ମୁଖ୍ୟ ନ୍ରିପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷଣ ଆହୁଜା ପ୍ରମୁଖ ରହିଥିଲେ। ସେ ଦେଶର ପ୍ରଥମ ନାଗରିକ ହୋଇଥିଲା ବେଳେ ଆମେ ତାଙ୍କୁ ସାକ୍ଷାତ କରିଥିଲୁ। ଆଉ ସେ ୫,୦୦,୧୦୦ ଟଙ୍କା ଦାନ କରିଥିବା ନେଇ ଶ୍ରୀ କୁମାର ପ୍ରକାଶ କରିଛନ୍ତି।

Show More

Related Articles

Back to top button