Breaking PLUSଦେଶମୁଖ୍ୟ ଖବର

ପାଂଚ ଦେଶର ରାଷ୍ଟ୍ରଦୂତଙ୍କ ପରିଚୟ ପତ୍ର ସ୍ୱୀକାର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଫିଲିପାଇନ୍ସ, ଉଜବେକିସ୍ତାନ, ବେଲରୁଷ, କେନିଆ ଓ ଜର୍ଜିଆର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତାଙ୍କ ପରିଚୟପତ୍ର ସ୍ୱୀକାର କରିଛନ୍ତି ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ମୁର୍ମୁଙ୍କୁ ନିଜର ପରିଚୟ ପତ୍ର ପ୍ରସ୍ତୁତ କରୁଥିବା ଫିଲିପାଇନ୍ସର ରାଷ୍ଟ୍ରଦୂତ ଜୋସେଲ ପ୍ରାନ୍ସିସ୍କୋ ଇଗ୍ନେସିୟୋ, ଉଜବେକିସ୍ତାନର ରାଷ୍ଟ୍ରଦୂତ ସରଦାର ରୁସ୍ତମ୍ବେଭ, ବେଲାରୁଷର ରାଷ୍ଟ୍ରଦୂତ ମିଖାଇଲ କାସ୍କୋ, କେନିଆର ଉଚ୍ଚାୟୁକ୍ତ ପିଟର ମୈନା ମୁନିରି ଓ ଜର୍ଜିଆର ରାଷ୍ଟ୍ରଦୂତ ବଖତଂଗ ଜୋଶିଭିଲି ସାମିଲ ଥିଲେ ।

Show More

Related Articles

Back to top button