ଓଡ଼ିଶାସ୍ୱତନ୍ତ୍ର

ନଗଡା ଜଙ୍ଗଲରେ ବୃଦ୍ଧି ପାଇଲା କଲରାପତିଆ ବାଘ ସଂଖ୍ୟା

ନଗଡା ଜଙ୍ଗଲରେ ବୃଦ୍ଧି ପାଇଲା କଲରାପତିଆ ବାଘ ସଂଖ୍ୟା । ଏନେଇ ବନ ବିଭାଗ ପକ୍ଷରୁ କୁହାଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇଙ୍କୁ ବନ ବିଭାଗ ଅବଗତ କରିଛନ୍ତି ।

ତେବେ ମହାଗିରି ଜଙ୍ଗଲ ରେ ବାଘ ବୁଲୁ ଥିବା ସ୍ଥାନୀୟ ବାସିନ୍ଦା ବନ ବିଭାଗ ନିକଟରେ ଅଭିଯୋଗ କରି ଥିଲେ ବନ ବିଭାଗ ଏହା କୁ ଅସ୍ୱୀକାର କରି ଥିଲା l ଏବେ ସତ୍ୟ ବୋଲି ସଫେଇ ଦେଉଛି l କଟକ ବନ ଖଣ୍ଡ ସୁକିନ୍ଦା ରଂlସୋଲ ସେକେସନ ଅଧିନସ୍ତ ଦୈତାରୀ ଜଙ୍ଗଲ ରେ କଲରା ପତରିଆ ବାଘ ସଂଖ୍ୟା ବୃଦ୍ଧି ପାଉଛି ୭ ରୁ ୮ ବାଘ ରହି ଥିବାର କଟକ ବନ ଖଣ୍ଡ ର ଡି ଏଫ ଓ ସଞ୍ଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l

 

Show More

Related Articles

Back to top button