Breaking PLUSଦେଶମୁଖ୍ୟ ଖବର

ସମସ୍ତ ଫସଲ ଉପରେ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଚାଷୀଙ୍କ ହକ୍- ଖଡଗେ

ନୂଆଦିଲ୍ଲୀ, 21 ଫେବୃଆରୀ – ଏମଏସପି ସହିତ ଅନ୍ୟ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ସମର୍ଥନ କରିଛି କଂଗ୍ରେସ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ମିଡିଆ ସହ ଆଲୋଚନା ବେଳେ କହିଛନ୍ତି ଯେ, ସମସ୍ତ ଫସଲ ଉପରେ ଏମଏସପିର ଆଇନ ଗ୍ୟାରେଣ୍ଟିକୁ ସେମାନେ ତାଙ୍କ ଘୋଷଣା ପତ୍ରରେ ସାମିଲ କରିବେ । ସେ କହିଛନ୍ତି ଯେ, ସରକାର ଯଦି ସମସ୍ତ ଫସଲ ଉପରେ ଆଇନ ଗ୍ୟାରେଣ୍ଟି ଦେଇପାରିବେ ନାହିଁ ତେବେ କମ୍ ସେ କମ୍ ଗୁରୁତ୍ୱପୂର୍ଣ୍ଣ ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବା ଉଚିତ । ଚାଷୀମାନେ ଯାହା ମାଗୁଛନ୍ତି, ତାହା ସେମାନଙ୍କର ଅଧିକାର ଅଟେ । କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣିବା ଉଚିତ୍ ।

Show More

Related Articles

Back to top button