ସ୍ୱାସ୍ଥ୍ୟ

ଆମେ ପିଉଥିବା ଗ୍ରୀନଟି କେଉଁ ସମୟରେ ପିଇଲେ ହୋଇପାରେ କ୍ଷତିକାରକ ଆସନ୍ତୁ ଜାଣିବା

ଆମ ସମସ୍ତଙ୍କର ପ୍ରାୟ ଧାରଣା ରହିଛି ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l ଏହା ମଧ୍ୟ ସତ୍ୟ ଅଟେ , କେବଳ ସ୍ୱାସ୍ଥ୍ୟ ନୁହେଁ ଏହା ଆମ ସ୍ୱାସ୍ଥ୍ୟ ସହିତ ତ୍ୱଚା ଓ କେଶକ ପାଇଁ ମଧ୍ୟ ହିତକର

ସେଥିପାଇଁ ଆଜିକାଲି ଅଧିକାଂଶ ଲୋକ ଗ୍ରୀନଟି ପିଇବାକୁ ପସନ୍ଦ କରିଥାନ୍ତି l କିନ୍ତୁ ଯଦି ଆପଣ ଏହାର ଲାଭ ବିଷୟରେ କେବଳ ଜାଣିବାକୁ ଚାହୁଁଛନ୍ତି ତେବେ କେତୋଟି ଉପାୟ ଅବଲମ୍ବନ କରିବାକୁ ପଡିବ l

ଦିନରେ ଯେ କୌଣସି ସମୟରେ ଆଜିକାଲି ଗ୍ରୀନଟି ପିଇବା ଗୋଟିଏ ଅଭ୍ୟାସରେ ପରିଣତ ହୋଇ ଗଲାଣି l ଚା ଓ କଫି ପରେ ବର୍ତମାନ ଦୁନିଆର ସବୁଠୁ ପ୍ରିୟ ପାନୀୟ ଭାବରେ ଗ୍ରୀନଟି ହୋଇଯାଇଛି l ଏହା କେବଳ ଓଜନ ନିୟନ୍ତ୍ରଣ ଗୁଣ ଯୋଗୁଁ ଆଦୃତ ନୁହେଁ ବରଂ ଏହାର ସ୍ୱାସ୍ଥ୍ୟକର ଗୁଣ ଯୋଗୁଁ ମଧ୍ୟ ଆଦୃତ l

ଏହା ପାଚନ ଶକ୍ତିକୁ ମଝବୁତ କରିବା ସହିତ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ସୁଦୃଢ କରିଥାଏ l ମସ୍ତିଷ୍କକୁ ଶାନ୍ତ କରିବା ସହିତ ମସ୍ତିସ୍କ ଓ ହୃଦୟକୁ ସୁସ୍ଥ ରଖିଥାଏ l ଆସନ୍ତୁ ଜାଣିବା କେଉଁ ସମୟ ଗ୍ରୀନଟି ପିଇବାର ଉପଯୁକ୍ତ ସମୟ l

* ଯଦି ଆପଣ ନିଦ ସମସ୍ୟାରେ ପ୍ରଭାବିତ ତେବେ ଶୋଇବା ପୂର୍ବରୁ ଗ୍ରୀନଟି ପିଇବା ଉଚିତ ନୁହେଁ l ଏଥିରେ ରହିଥିବା କେଫିନ ମାତ୍ର ରହିଛି ଯାହା ମେଲାଟୋନିନ ପାଇଁ ବାଧକ ସାଜିପାରେ ଓ ଆପଣଙ୍କୁ ଉଚିତ ପରିମାଣର ନିଦ କରାଇ ଦେଇ ନଥାଏ l

* ଆପଣ ଖାଲି ପେଟରେ ଗ୍ରୀନଟି ପିଇବା ଉଚିତ ନୁହେଁ l କାରଣ ଏଥିରେ ଥିବା ମଜବୁତ ଆଣ୍ଟି ଆକ୍ସିଡେଣ୍ଟ ଓ ପୋଲିଫେନଲସ ଗ୍ୟାସ୍ଟ୍ରିକ ଏସିଡ ର ଉତ୍ପାଦନକୁ ବଢ଼ାଇ ଦେଇଥାଏ ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ l

* ଯଦି ଆପଣ ଗ୍ରୀନଟି ସହିତ ଔଷଧ ଖାଇବାର ଅଭ୍ୟାସ ରଖିଛନ୍ତି ତେବେ ତାହାକୁ ଦୂର କରନ୍ତୁ l ଆପଣ ପ୍ରଥମେ ପାଣି ସହିତ ଔଷଧ ସେବନ କରନ୍ତୁ ଓ ପରେ ଗ୍ରୀନଟି ପିଅନ୍ତୁ l ଯଦି ଆପଣ ଔଷଧ ସହିତ ଗ୍ରୀନଟି ସେବନ କରିବ ତେବେ ତାହା ଆପଣଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିପାରେ l

In another trial , people took 2. cialis price in south africa In some cases, medications for BPH, such as dutasteride Avodart , may cause a lower libido sex drive and result in ED.

Show More

Related Articles

Back to top button