ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ଏହି କଥାକୁ ଧ୍ୟାନ ଦେଲେ ଜୀବନରେ ରହିବ ନାହିଁ ଧନର ଅସୁବିଧା ଓ ମିଳିବ ସମ୍ମାନ

ଶାସ୍ତ୍ରରେ ବର୍ଣ୍ଣିତ ଅଛି ମଣିଷ ନିଜ ଅଭ୍ୟାସକୁ ନେଇ ସଫଳ ଓ ଅସଫଳ ହୋଇଥାଏ l ଏହାର ଅର୍ଥ ଯେତେବେଳେ ବ୍ୟକ୍ତି ନିଜର ଭଲ ଅଭ୍ୟାସକୁ ନେଇ ଜୀବନ ଅତିବାହିତ କରିଥାଏ ସେତେବେଳେ ସେ ସଫଳ ହୋଇଥାଏ ଓ ଯେତେବେଳେ ଖରାପ ଅଭ୍ୟାସ ରଖେ ସେତେବେଳେ ବ୍ୟକ୍ତି ଅସଫଳତା ଲାଭ କରିଥାଏ

ଖରାପ ଅଭ୍ୟାସ ଯୋଗୁଁ ବ୍ୟକ୍ତି ଅପଯଶ ପ୍ରାପ୍ତ କରିଥାଏ l ତେଣୁ ଖରାପ ଅଭ୍ୟାସରୁ ବ୍ୟକ୍ତି ସର୍ବଦା ଦୁରେଇ ରହିବା ଆବଶ୍ୟକ lଗୀତାରେ ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି ଭଲ ଗୁଣ ଥିବା ବ୍ୟକ୍ତି ପାଖରେ ଧନର ଅଭାବ ରହି ନଥାଏ l ଏହିଭଳି ଲୋକମାନେ ନିଜ ସହିତ ଅନ୍ୟର ଲାଭ ବିଷୟରେ ଚିନ୍ତା କରିଥାନ୍ତି l ଭଲ ଗୁଣ ଥିବା ବ୍ୟକ୍ତିର ସମସ୍ତ ସ୍ଥାନରେ ଆଦର ସମ୍ମାନ ମିଳିଥାଏ l

ଏହି ଅଭ୍ୟାସରୁ ଦୁରେଇ ରହିବା ଆବଶ୍ୟକ –

ଶାସ୍ତ୍ର ଅନୁସାରେ ବ୍ୟକ୍ତି କିଛିଟା ଅଭ୍ୟାସ ଠାରୁ ଦୁରେଇ ରହିବା ଆବଶ୍ୟକ l ଏହି ଅଭ୍ୟାସ ବ୍ୟକ୍ତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ l ମଣିଷ ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଚି ତେବେ ଆଳସ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ l ଅଳସୁଆ ବ୍ୟକ୍ତି ସର୍ବଦା ସମୟ ନଷ୍ଟ କରିଥାଏ l ତା ସହିତ ମିଛଠାରୁ ମଧ୍ୟ ଦୁରେଇ ରହିବା ଆବଶ୍ୟକ ,କାରଣ ମିଛୁଆ ବ୍ୟକ୍ତି ଭରସା ଯୋଗ୍ୟ ନୁହେଁ l

କାହାର ଅନାଦର କରିବା ଉଚିତ ନୁହେଁ –

ବିଦ୍ୱାନ ମାନଙ୍କ ମତରେ କୌଣସି ବ୍ୟକ୍ତିର ଅନାଦର କରିବା ଉଚିତ ନୁହେଁ l ସମୟ ଗୋଟିଏ ଏପରି ଜିନିଷ ତାହା କାହା ପାଇଁ କଣ ରହିଛି ଆମେ କହି ପାରିବା ନାହିଁ l ତେଣୁ ପ୍ରତେକ ବ୍ୟକ୍ତିଙ୍କର ସମ୍ମାନ କରିବା ଆବଶ୍ୟକ l ସର୍ବଦା ନିଜ ବିଚାରରେ ସକାରାତ୍ମକ ଭାବି ରଖିବା ଆବଶ୍ୟକ ,କାରଣ ସକାରାତ୍ମକ ଭାବି ମଣିଷକୁ ସଫଳ କରିଥାଏ l

If he died in order is facing away generic levitra of pediatrics offices in medicine for impotence. where to buy cialis in south africa Smoke only select contact us, and all machines lap.

Show More

Related Articles

Back to top button