Breaking PLUS

ଦେଶରେ ବଢୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୧୬, ୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦିନକୁ ଦିନ କରୋନାର ନୂଆ ଷ୍ଟ୍ରେନ୍‌ ଦେଶରେ ଲୋକଙ୍କୁ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରର କେତେକ ସ୍ଥାନରେ ଜନତା କର୍ଫ୍ୟୁ ଲାଗିଛି ତ ଅନ୍ୟ ଗୁଜରାଟର କେତେକ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଲାଗିଛି

ଦିନକୁ ଦିନ କରୋନାର ନୂଆ ଷ୍ଟ୍ରେନ୍‌ ଦେଶରେ ଲୋକଙ୍କୁ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରର କେତେକ ସ୍ଥାନରେ ଜନତା କର୍ଫ୍ୟୁ ଲାଗିଛି ତ ଅନ୍ୟ ଗୁଜରାଟର କେତେକ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଲାଗିଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬, ୭୫୨ ନୂତନ COVID19 ମାମଲା ଆସିଥିବା ବେଳେ ୧୧, ୭୧୮ ଜଣ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ମାମଲା : ୧, ୧୦, ୯୬, ୭୩୧ କୁ ବୃଦ୍ଧି ପାଇଥିବା ବେଳେ, ଏ ପର୍ଯ୍ୟନ୍ତ ୧, ୦୭, ୭୫, ୧୬୯ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧, ୫୭, ୦୫୧ କୁ ବୃଦ୍ଧି ପାଇଛି। ତେବେ ଏବେ ସକ୍ରିୟ ମାମଲା ୧, ୬୪, ୫୧୧ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଟୀକାକରଣ: ୧, ୪୩, ୦୧, ୨୬୬ ହୋଇଛି।

How can you provide free access to a doctor. cialis price Your Doctors Online developed by MarkiTech.

Show More

Related Articles

Back to top button