ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: କାରବାରରେ ପରିବର୍ତ୍ତନ ଆଣିବେ। ରାଜନୀତିକ ବ୍ୟକ୍ତିଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ।

ବୃଷ: ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବୈବାହିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ଚାକିରିରେ ଦରମା ବଢ଼ିପାରେ।

ମିଥୁନ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୈବାହିକ ଜୀବନ ଖୁସି ଭରା ରହିବ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

କର୍କଟ: ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ କାଏମ୍‌ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ଭରି ରହିବ।

ସି˚ହ: ଚାକିରି ବୃତ୍ତିରେ ଉନ୍ନତି କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ଜୀବନରେ ସୁଖୀ ରହିବେ।

ତୁଳା: ଇଷ୍ଟଦେବଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ପରିବାର ସହିତ ସମୟ ଅତିବାହିତ କରିବେ।

ବିଛା: କାର୍ଯ୍ୟବ୍ୟସ୍ତତାରେ ଦିନଟି ବିତିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଧନ ମାମଲାରେ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ଧନୁ: କ୍ଷୁଦ୍ର ଉଦ୍ୟୋଗରେ ନିବେଶ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ଉତ୍ସାହ ଭରା ରହିବ। ରାଜନୀତିରେ ସଫଳତା ପାଇବେ।

ମକର: କୌଣସି ବିଷୟରେ ଲାଗି ରହିଥିବା ବାଧା ଦୂର ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। କ୍ୟାରିୟର ଗଢ଼ିବା ଲାଗି ନୂଆ ସୁଯୋଗ ପାଇବେ। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ପରିଣାମ ମିଳିବ।

ମୀନ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। କାରବାରରେ ଆଶାଜନକ ପରିଣାମ ପାଇବେ। ନୂଆ ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

Show More

Related Articles

Back to top button