Breaking PLUSଓଡ଼ିଶାମୁଖ୍ୟ ଖବର

ହୋଲି ପର୍ବର ଶୁଭକାମନା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର, 25 ମାର୍ଚ୍ଚ – ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ରଙ୍ଗ ଓ ଆଶାର ପର୍ବ ହୋଲିର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ହୋଲି ପର୍ବ ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଓ ଆରୋଗ୍ୟତାର ରଙ୍ଗ ଭରୁ, ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଏହାହିଁ କାମନା କରୁଛି । ପ୍ରେମ ଓ ସଦଭାବ ସହିତ ପରିଜନ ଓ ବନ୍ଧୁଙ୍କ ସାଥିରେ ପର୍ବର ଆନନ୍ଦ ଉଠାନ୍ତୁ ।

Show More

Related Articles

Back to top button