Breaking PLUSଦେଶମୁଖ୍ୟ ଖବର

ଆତଙ୍କବାଦ ବିରୁଦ୍ଧରେ ଦେଶ ଦୃଢତାର ସହ ଏକଜୁଟ- ଖଡଗେ

ନୂଆଦିଲ୍ଲୀ, 13 ଡିସେମ୍ବର – କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହୋଇରହିଛି । ସଂସଦ ଭବନ ପରିସରରେ 2001ରେ ହୋଇଥିବା ହମ୍‌ଲାରେ ସାହାସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ ସୋସିଆଲ ହ୍ୟାଣ୍ଡଲ ଏକ୍ସରେ ଖଡଗେ କହିଛନ୍ତି ଯେ,ଆମେ ସେମାନଙ୍କର ଅଦମ୍ୟ ସାହସକୁ ନମନ କରୁଛୁ । ସର୍ବଦା ସେମାନଙ୍କର ଋଣୀ ରହିବୁ । ଆମ ସମ୍ବେଦନା ସର୍ବଦା ତାଙ୍କ ପରିବାର ସହ ରହିଛି । ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢତାରେ ଏକଜୁଟ ହୋଇରହିଛି ।

Show More

Related Articles

Back to top button