Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଅପରାହ୍ମରେ ଦିଲ୍ଲୀ ଅଭିମୁଖେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଦିନିଆ ଗ୍ରସ୍ତରେ ଯାଉଛନ୍ତି ନବୀନ । ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ବିବିସି ସ୍ପୋର୍ଟସ ଆଓ୍ୱାର୍ଡ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏବଂ ଆସନ୍ତାକାଲି ସଂସଦର ସେଣ୍ଟ୍ରାଲ ହଲରେ ନେତାଙ୍କ ସହ ଯୋଗା ଯୋଗ କରିବେ ମୁଖ୍ୟମନ୍ତ୍ରୀ । ତା’ ସହିତ ବିଜେଡି ସାଂସଦଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ବି ରହିଛି । ଏହାପରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ନବୀନ ପଟ୍ଟନାୟକ । ବୁଧବାର ଦିଲ୍ଲୀ ଗସ୍ତ ସାରି ଫେରିବେ ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button