Breaking PLUSଦେଶମୁଖ୍ୟ ଖବର

ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାରୋହର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଯୋଧ୍ୟାରେ ସୋମବାର ଭବ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଭବ୍ୟ ସମାରୋହର ସିଧା ପ୍ରସାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଖିଛନ୍ତି। ଏହି ଦିବ୍ୟ ମୁହୂର୍ତ୍ତକୁ ମୁଖ୍ୟମନ୍ତ୍ରୀ ହାତଯୋଡି ପ୍ରାର୍ଥନା କରିଛନ୍ତି।

Show More

Related Articles

Back to top button