Breaking PLUSଦେଶମୁଖ୍ୟ ଖବରରାଜନୀତି

ଭୋଟ ଦେଉଛି ତେଲେଙ୍ଗାନା, 119ଟି ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ- ଭୋଟ୍ ଦେଉଛି ତେଲେଙ୍ଗାନା । ଆଜି ସକାଳ 7ଟାରୁ ତେଲେଙ୍ଗାନାର 119ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ରାଜ୍ୟର 3କୋଟି 26ଲକ୍ଷରୁ ଅଧିକ ଭୋଟର ଆଜି 2290ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ପ୍ରାୟ 35,326ଟି ଭୋଟ ଦାନ କେନ୍ଦ୍ର ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଡ୍ୟୁଟିରେ ଅବହେଳା ଅଭିଯୋଗରେ ଗତକାଲି ରାତିରେ 3ଜଣ ପୋଲିସ କର୍ମଚାରୀଙ୍କୁ ନିର୍ବାଚନ କମିଶନର ସସପେଣ୍ଡ କରିଛନ୍ତି ।

Show More

Related Articles

Back to top button