Breaking PLUSଓଡ଼ିଶାମୁଖ୍ୟ ଖବର

ବଢିଲା ଅଡୁଆ, ସୌରିନଙ୍କ ଗିରଫ ପାଇଁ ଟିମ୍ ଗଠନ

ଭୁବନେଶ୍ୱର: ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସୌରିନଙ୍କୁ ଗିରଫ କରାଯିବ । ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା ।

ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ସୌରିନଙ୍କ ପାଇଁ ଅଡୁଆ ବଢିଛି । ସୌରିନଙ୍କୁ ଠାବ କରିବା ପାଇଁ ଟିମ ଗଠନ ହେବ । କଟକ ମହିଳା ଥାନା ପୋଲିସ ଗିରଫ ପାଇଁ ଗଠନ କରିବ ଟିମ । ଏନେଇ ACP ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।…

Show More

Related Articles

Back to top button