Breaking PLUSଓଡ଼ିଶାମୁଖ୍ୟ ଖବର

ସୁଶାନ୍ତ ସିଂ ମାମଲା ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର ଗିରଫ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ସୌଭିକଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି ।

 

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ସୌଭିକଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିବା ସୂଚନା ମିଳିଛି । ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଉଭୟ ଗିରଫ ହୋଇଥିବା ଜଣାପଡିଛି । ଗତ କିଛିଦିନ ହେବ ସିବିଆଇ ରିୟାଙ୍କ ପରିବାର ଲୋକଙ୍କୁ ପଚରାଉଚରା ଜାରି ରଖିଛି ।

Show More

Related Articles

Back to top button