Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ୩୪୪୩ ଜଣ କୋରୋନା ରୋଗୀ ସୁସ୍ଥ

ରାଜ୍ୟରେ ଆଜି ମୋଟ ୩୪୪୩ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ଯରେ ୯୩,୭୭୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର : ରାଜ୍ୟରେ ଆଜି ମୋଟ ୩୪୪୩ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ଯରେ ୯୩,୭୭୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୨୫୧ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ କଟକରୁ ୨୧୩ଜଣ , ମୟୁରଭଞ୍ଜରୁ ୧୬୪ଜଣ, ଭଦ୍ରକରୁ ୧୬୧ ଜଣ , ଢେ଼ଙ୍କାନାଳରୁ ୧୫୪ଜଣ, ରାୟଗଡ଼ାରୁ ୧୪୮ଜଣ , ଗଞ୍ଜାମରୁ ୧୪୪ଜଣ , ଯାଜପୁରରୁ ୧୩୭ଜଣ , ବାଲେଶ୍ୱରରୁ ୧୧୭ଜଣ , ନୟାଗଡ଼ରୁ ୧୧୦ଜଣ , କୋରାପୁଟରୁ ୧୦୭ଜଣ , ଜଗତସିଂହପୁରରୁ ୧୦୫ଜଣ , ପୁରୀରୁ ୧୦୦ଜଣ ସମ୍ବଲପୁରରୁ ୭୬ଜଣ , ଝାରସୁଗୁଡ଼ାରୁ ୬୪ଜଣ , ମାଲକାନାଗିରିରୁ ୬୧ଜଣ , ବଲାଙ୍ଗିରିରୁ ୬୧ଜଣ , କେନ୍ଦ୍ରାପଡ଼ାରୁ ୫୬ଜଣ , ବରଗଡ଼ରୁ ୫୪ଜଣ , କେନ୍ଦୁଝରରୁ ୪୧ଜଣ , ସୋନପୁରରୁ ୩୮ଜଣ , ସୁନ୍ଦରଗଡ଼ରୁ ୩୩ଜଣ , ନବରଙ୍ଗପୁରରୁ ୨୪ଜଣ , କନ୍ଧମାଳରୁ ୨୩ଜଣ , ଗଜପତିରୁ ୨୩ଜଣ , ନୂଆପଡ଼ାରୁ ୧୨ଜଣ , କଳାହାଣ୍ଡିରୁ ୧୧ଜଣ , ବୌଧରୁ ୮ଜଣ , ଦେଓଗଡ଼ରୁ ୫ଜଣ ଏବଂ ଅନୁଗୁଳରୁ ବି ୫ଜଣ କରି ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି।

Show More

Related Articles

Back to top button