Breaking PLUSଓଡ଼ିଶାମୁଖ୍ୟ ଖବର

କୋଭିଡ ଯୋଦ୍ଧା ସରସ୍ୱତୀ ସାହୁଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ କୃତ୍ୟ ସମ୍ପନ୍ନ

BMC କମ୍ୟୁନିଟି ଅରଗାନାଇଜର ସରସ୍ୱତୀ ସାହୁଙ୍କର ଗାର୍ଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସରସ୍ୱତୀ ସାହୁ ଦୁର୍ଘଟଣାଟକ SCB ମେଡିକାଲରେ ଚିକିତ୍ସିତ ହେର ଶିକାର ହୋଇ ଗୁରୁତର ଅବସ୍ଥାରେ କଉଥିଲେ । ସେ ଗତକାଲି ଶେଷ ନିଶ୍ୱାସ ତ୍ୟାକ କରିଥିଲେ ।

BMC କମ୍ୟୁନିଟି ଅରଗାନାଇଜର ସରସ୍ୱତୀ ସାହୁଙ୍କର ଗାର୍ଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସରସ୍ୱତୀ ସାହୁ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ କଟକ SCB ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଗତକାଲି ଶେଷ ନିଶ୍ୱାସ ତ୍ୟାକ କରିଥିଲେ । ଦୁର୍ଘଟଣାରେ ତାଙ୍କ ସରୀରକୁ ଭିଷଣ ଆଘାତ ଲାଗିଥିଲା ସେ ତେଣୁ ଡାକ୍ତର ତାଙ୍କର ଅପରେସନ ମଧ୍ୟ କରିଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୪୨ ବର୍ଷ ହୋଇଥିଲା । ସରସ୍ୱତୀ ସାହୁଙ୍କ ମରଶରିରକୁ କଟକ ଏସ୍-ସିବିରୁ  ଭୁୂବନେଶ୍ୱର ସ୍ଥିତ ସତ୍ୟନଗର ମଶାଣିକୁ ନିଆଯ଼ାଇଥିଲା, ଓ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କୁ ସମ୍ମାନ ଜଣାଇ ବାପାଇଁ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Show More

Related Articles

Back to top button