Breaking PLUSଓଡ଼ିଶାମୁଖ୍ୟ ଖବର

ହରିଣ ଛାଲ ଓ ମାଂସ ଜବତ ଶିକାରୀ ଗିରଫ

ଚନ୍ଦକା ପୋଲସ୍ ଆଜି କିଛି ଶିକାରୀଙ୍କ ସହ ପ୍ରାୟ ୧୦ କେଜି ହରିଣ ମାଂସ ସହ ହରିଣ ଛାଲ ଆଦି ଜବତ କରିଛି । ଚନ୍ଦକା ଡମ୍ ପଡା ଅଭୟାରଣ୍ୟରୁ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।  ବିଶେଷ ସୁତ୍ରରୁ ଖବର ପାଇଁ ଚନ୍ଦକା ପୋଲିସ ଚଢାଉ କରିଥିବା ।

ଚନ୍ଦକା ପୋଲସ୍ ଆଜି କିଛି ଶିକାରୀଙ୍କ ସହ ପ୍ରାୟ ୧୦ କେଜି ହରିଣ ମାଂସ ସହ ହରିଣ ଛାଲ ଆଦି ଜବତ କରିଛି । ଚନ୍ଦକା ଡମ୍ ପଡା ଅଭୟାରଣ୍ୟରୁ ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।  ବିଶେଷ ସୁତ୍ରରୁ ଖବର ପାଇଁ ଚନ୍ଦକା ପୋଲିସ ଚଢାଉ କରିଥିବା । ଗିରଫ ଅଭିଯୁକ୍ତ ମାନେ କେଉଁ ଠାରେ ଏସବୁ ବିକିରି କରିଥାନ୍ତି ଓ ଏସବୁର ବଜାର କେଉଁଠି  ଆଦି ଦିଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି ? ଏନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଛି ।

Show More

Related Articles

Back to top button