ମନୋରଞ୍ଜନ

ଇନଷ୍ଟାଗ୍ରାମରୁ ବିଦାୟ ନେଲେ ସୁରଜ ପାଞ୍ଚୋଲି

ସୁଶାନ୍ତ ସିଂ ମାମଲାର ସିବିଆଇ ଯାଞ୍ଚ ପରେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଇନଷ୍ଟାଗ୍ରାମ ପୋଷ୍ଟରେ ସିୟୁ ଇନଷ୍ଟାଗ୍ରାମ ଲେଖି ବିଦାୟ ନେଇଛନ୍ତି।

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ସୁଶାନ୍ତ ସିଂ ମାମଲାର ସିବିଆଇ ଯାଞ୍ଚ ପରେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଇନଷ୍ଟାଗ୍ରାମ ପୋଷ୍ଟରେ ସିୟୁ ଇନଷ୍ଟାଗ୍ରାମ ଲେଖି ବିଦାୟ ନେଇଛନ୍ତି। ତେବେ ଏହି ଘଟଣା ପଛରେ ଆଉ କଣ ରହସ୍ୟ ରହିଛି ନା ଜାଣିଶୁଣି ସେ ସୋସିଆଲ ମିଡିଆରୁ ବିଦାୟ ନେଇଛନ୍ତି ତାହାମଧ୍ୟ ବୁଝାପଡୁନାହିଁ ।

Show More

Related Articles

Back to top button