Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଚିନ୍ତା

ମୁଖ୍ୟମନ୍ତ୍ରୀ କହିଲେ ସୁରକ୍ଷିତ ଫେରିବେ ଛାତ୍ରଛାତ୍ରୀ ଓ ଶ୍ରମିକ

ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ନବୀନ । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସେ ନିଵେଦନ କରିଛନ୍ତି ।

ସେପଟେ ଅମିତ ଶାହା ଵି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତିକର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଫେରାଇ ଆଣିଵା ଦିଗରେ ୟୁକ୍ରେନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଵା କହିଲେ ଶାହା ।

Show More

Related Articles

Back to top button