Breaking PLUSଓଡ଼ିଶା

ଏସ୍‌ଟିଏଫ୍‌ ହାତରେ ଲାଗିଲା ୧୪ ଲକ୍ଷ ୨୯ ହଜାରର ଜାଲ୍‌ ନୋଟ୍‌

ଦୁଇ ଗିରଫ

ଏସ୍‌ଟିଏଫ୍ ହାତରେ ଧରାପଡ଼ିଲା ଜାଲ ନୋଟ୍ କାରବାର । ବରପାଲି ଥାନା ଅଞ୍ଚଳରୁ ଭାରତୀୟ ମୁଦ୍ରାର ୧୪ ଲକ୍ଷ ୨୯ ହଜାର ୫ଶହ ଜାଲ ନୋଟ ଜବତ କଲା ଏସ୍‌ଟିଏଫ୍ ।

ଜାଲ୍‌ ଟଙ୍କା ନେଇଯାଉଥିବା ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ପତ୍ତୁ ଯାଦବ ଏବଂ ବରଗଡ଼ ଅଞ୍ଚଳର ବଳରାମ ମେହେର ବୋଲି ଜଣାପଡ଼ିଥିବା ବେଲେ ଦୁହିଁଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ । ଏନେଇ ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

Show More

Related Articles

Back to top button