Breaking PLUSଓଡ଼ିଶାମୁଖ୍ୟ ଖବର

SRC: ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ

ରାଜ୍ୟରେ କରୋନା ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ।

ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ସଂକେତ ମିଳିଲାଣି । କିଛି ଦିନ ହେଲା ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ହଜାର ତଳେ ରହୁଛି । ଆଶା କରୁଛୁ ଆଗକୁ ପରିସ୍ଥିତିରେ ଉନ୍ନତି ଆସିବ ।

କରୋନା ମାର୍ଗଦର୍ଶିକା ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଏସଆରସି । ଫେବ୍ରୁଆରୀରେ କଟକଣା ବଢିବ କିମ୍ବା କୋହଳ ହେବ ସେ ନେଇ ବିଶେଷଜ୍ଞ କହିବେ ବୋଲି ପ୍ରଦୀପ୍ତ ଜେନା କହିଛନ୍ତି ।

Show More

Related Articles

Back to top button