Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ବତନ୍ତ୍ର ରେଳ କାମାକ୍ଷାଠାରୁ ଜୁନ ୨୦ ତାରିଖରୁ ପ୍ରତ୍ୟେକ ରବିବାର ସନ୍ଧ୍ୟା ୮.୧୦ମିରେ ଛାଡିବାକୁ ଥିବାବେଳେ ଏହି ରେଳ ପୁରୀଠାରୁ ଜୁନ ୨୨ ତାରିଖଠାରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୨ଘ.୫୫ମି.ରେ ଛାଡିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ରେଳ ଚଳାଚଳ କରିବ।

ଏହି ରେଳ ପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ ରେଳ ରହଣିସ୍ଥଳମାନଙ୍କରେ ରହିବ। ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରେଳ ରହଣିସ୍ଥଳ ଯଥା ବାଲେଶ୍ୱର, ହ୍ୱିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଇଗୁଡ଼ି ଓ ରଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ରହଣିସ୍ଥଳରେ ରହିବ।

Show More

Related Articles

Back to top button