Breaking PLUSଓଡ଼ିଶାମୁଖ୍ୟ ଖବର

ମାଆକୁ ଜୀଅନ୍ତା ଜାଳିଦେଲା ପୁଅ

ଫୁଲବାଣୀ- ଫୁଲବାଣୀରେ ଚାଞ୍ଚଲ୍ୟ । ମାଆକୁ ଜୀଅନ୍ତା ଜାଳିଦେଲା ପୁଅ । ଜେଲ ଫେରନ୍ତା ପୁଅର ଉନ୍ମୁତ୍ତକାଣ୍ଡ । ଘର ଭିତରେ 92 ବର୍ଷୀୟ ମାଆକୁ ଜୀବନ୍ତ ଜାଳିଦେଇଛି । ଟିକାବାଲି ଥାନା ଅନ୍ତର୍ଗତ ବଡିମୁଣ୍ଡା ଖଜୁରୀସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖିଛି ପୋଲିସ । 8ଦିନ ତଳେ ଜେଲରେ ସଜ୍ଜା କାଟି ଘରକୁ ଫେରିଥିଲା ପୁଅ ।

Show More

Related Articles

Back to top button