ଜୀବନଚର୍ଯ୍ୟାଦେଶସ୍ୱତନ୍ତ୍ର

ସୁନା ଦରରେ ସାମାନ୍ୟ ହ୍ରାସ

ଆଜି ସାମାନ୍ୟ ହ୍ରାସ ପାଇଛି ସୁନା ଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୯୦୦ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦,୧୦୦ ଟଙ୍କା ମୂଲ୍ୟ ରହିଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୦୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୪,୩୦୦ ଟଙ୍କା, ୪୦,୧୦୦ ଟଙ୍କା ଓ ୩୧, ୭୦୦ ଟଙ୍କା ।

ରୂପା ଦରରେ ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୪,୦୦୦ ଟଙ୍କା ରହିଛି ।

Show More

Related Articles

Back to top button